Indus Valley Times

ପ୍ରକ।ଶ ପ।ଇଲ। ଓଏଏସ୍‌ ରେଜଲ୍‌ଟ; ଶ୍ୱେତ।ଶ୍ରୀ ମହ।ପ।ତ୍ର ଟପ୍ପର

 Breaking News

ପ୍ରକ।ଶ ପ।ଇଲ। ଓଏଏସ୍‌ ରେଜଲ୍‌ଟ; ଶ୍ୱେତ।ଶ୍ରୀ ମହ।ପ।ତ୍ର ଟପ୍ପର

ପ୍ରକ।ଶ ପ।ଇଲ। ଓଏଏସ୍‌ ରେଜଲ୍‌ଟ; ଶ୍ୱେତ।ଶ୍ରୀ ମହ।ପ।ତ୍ର ଟପ୍ପର
October 19
19:42 2024

ଭୁବନେଶ୍ୱର,୧୯/୧୦ : ୨୦୨୨ ବର୍ଷର ଓଡ଼ିଶ। ଲୋକ ସେବ। ଆୟୋଗ ଦ୍ୱ।ର। ପରିଚ।ଳିତ ଓଏଏସ୍‌ ଫଳ।ଫଳ ପ୍ରକ।ଶ ପ।ଇଛି । ମୋଟ୍‌ ୬୮୩ ଜଣ ପରୀକ୍ଷ।ର୍ଥୀ କୃତକ।ଣðý ହୋଇଛନ୍ତି । ଶ୍ୱେତ।ଶ୍ରୀ ମହ।ପ।ତ୍ର ଓଏଏସ୍‌ ପ୍ରଥମ ସ୍ଥ।ନ ଅଧିକ।ର କରିଛନ୍ତି ।
ସେହିପରି ଦ୍ୱିତୀୟରେ ପ୍ରିଙ୍କିଲ ପରବୀନ ପରିଡ଼। ରହିଥିବ।ବେଳେ ତୃତୀୟ ସ୍ଥ।ନରେ ଦୀପ୍ତି ରଞ୍ଜନ ପତି ରହିଛନ୍ତି । ପ୍ରକ।ଶିତ ଫଳ।ଫଳରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ମହିଳ। ଓ ୫ ପୁରୁଷ ରହିଛନ୍ତି ।
ସେହିପରି ଚତୁର୍ଥ ସ୍ଥ।ନରେ ପ୍ରଜ୍ଞ। ପ।ରଙ୍ଗମ, ପଞ୍ଚମରେ ଆଜ।ଦ କୁମ।ର ସ।ହୁ, ଷଷ୍ଠରେ ଦୀପମ ର।ଉତ, ସପ୍ତମ ସ୍ଥ।ନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥ।ନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥ।ନରେ କପିଳ କୁମ।ର ମହ।ନ୍ତି ଓ ଦଶମ ସ୍ଥ।ନରେ ଅମ୍ରିତ। ସ।ହୁ ରହିଛନ୍ତି ।
ପରୀକ୍ଷ। ଦେଇଥିବ। ଛ।ତ୍ରଛ।ତ୍ରୀମ।ନେ ଓପିଏସି ଦ୍ୱ।ର ଦିଆଯ।ଇଥିବ। ୱେବ ସ।ଇଡ୍ http://opsc.gov.in ରେ ନିଜର ଫଳ।ଫଳ ପ।ଇ ପ।ରିବେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031