Indus Valley Times

ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ: ପ୍ରଦୀପ ସିଂହ ହେଲେ ଆଇଏଏସ୍ ଟପ୍ପର, ଟପ ୧୦ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

 Breaking News

ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ: ପ୍ରଦୀପ ସିଂହ ହେଲେ ଆଇଏଏସ୍ ଟପ୍ପର, ଟପ ୧୦ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

August 04
13:06 2020

ନୂଆଦିଲ୍ଲୀ,୪/୮: ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳାଫଳ। ଆଇଏଏସ୍, ଆପିଏସ୍, ଆଇଆର୍ଏସ୍, ଆଇଏଫ୍ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର‌୍ୟ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଚଳିତବର୍ଷ ଟପ୍ପର ହୋଇଛନ୍ତି ପ୍ରଦୀପ ସିଂହ। ସେହିପରି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଜତିନ କିଶୋର ଏବଂ ପ୍ରତିଭା ଶର୍ମା। ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଥିବା ସୂଚନା ରହିଛି। ୧୨୫ ରାଙ୍କ୍ରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ।
ଙ୍କକ୍ଟ୍ରଗ୍ଦମ.ଶକ୍ଟଙ୍ଖ.ସଦ୍ଭ ୱେବ୍ସାଇଟ୍ରେ ପରୀକ୍ଷାର୍ଥୀମାନେ ନିଜ ନିଜର ଫଳାଫଳ ଦେଖିପାରୁଛନ୍ତି। ୨୦୧୯ ମସିହା ସେପ୍ଟେମ୍ବର ମାସରେ ପ୍ରିଲିମିନାରି ପରୀକ୍ଷା ହୋଇଥିବା ବେଳେ ୨୦୨୦ ମସିହା ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଏହାର ଇଣ୍ଟରଭିୟୁ ହୋଇଥିଲା।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031