Indus Valley Times

ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ

 Breaking News

ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ

ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ
February 19
18:24 2022

ନୂଆଦିଲ୍ଲୀ,୧୯।୨: ୟୁଜିସି ନେଟ୍ ରେଜଲ୍ଟ ପ୍ରକାଶ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ୟୁଜିସିର ୱେବସାଇଟ୍ ଙ୍କଶମଦ୍ଭରଗ୍ଧ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭରେ ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଦେଖିପାରିବେ।
୨୦୨୧ ନଭେମ୍ୱର ମାସରୁ ୨୦୨୨ ଜାନୁଆରୀ ପର‌୍ୟ୍ୟନ୍ତ ଦେଶର ୨୩୯ଟି ସହରରେ ମୋଟ ୮୩୭ଟି କେନ୍ଦ୍ରରେ ପରୀକ୍ଷାର ଆୟୋଜନ କରିଥିଲା ଏନଟିଏ। ତିନୋଟି ପର‌୍ୟ୍ୟାୟରେ ମୋଟ ୮୧ଟି ବିଷୟରେ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାର ‘ଆନ୍ସର କି’ ଜାନୁଆରୀ ୨୧ରେ ପ୍ରକାଶ କରାଯାଇଥିଲା ।
ଏହି ପରୀକ୍ଷାରେ ସଫଳତା ପାଇଁ ସାମାନ୍ୟ ବର୍ଗର ପରୀକ୍ଷାର୍ଥୀଙ୍କୁ ସର୍ବନିମ୍ନ ୪୦ ପ୍ରତିଶତ ନମ୍ୱର ଏବଂ ସଂରକ୍ଷିତ ବର୍ଗର ପରୀକ୍ଷାର୍ଥୀଙ୍କୁ ୩୫ ପ୍ରତିଶତ ନମ୍ୱର ରଖିବା ଜରୁରୀ ହୋଇଥାଏ । ଏହାଛଡା ପରୀକ୍ଷାର୍ଥୀଙ୍କୁ ଦୁଇଟି ପେପରରେ ମଧ୍ୟ ପାସ କରିବାକୁ ପଡିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031