Indus Valley Times

ପ୍ରତ୍ୟକ ଦିନ ପାରାସିଟାମୋଲସେବନ ଦ୍ୱାରାରକ୍ତଚାପ ବଢ଼ିଥାଏ, ହୃଦଘାତହୋଇପାରେ: ଗବେଷଣାରୁଜଣାପଡିଛି

 Breaking News

ପ୍ରତ୍ୟକ ଦିନ ପାରାସିଟାମୋଲସେବନ ଦ୍ୱାରାରକ୍ତଚାପ ବଢ଼ିଥାଏ, ହୃଦଘାତହୋଇପାରେ: ଗବେଷଣାରୁଜଣାପଡିଛି

ପ୍ରତ୍ୟକ ଦିନ ପାରାସିଟାମୋଲସେବନ ଦ୍ୱାରାରକ୍ତଚାପ ବଢ଼ିଥାଏ, ହୃଦଘାତହୋଇପାରେ: ଗବେଷଣାରୁଜଣାପଡିଛି
February 08
14:16 2022

BY Swagatika Bhutia

ଭୁବନେଶ୍ୱର,୭/୨:ଗବେଷକଙ୍କଦ୍ୱାରାକରାଯାଇଥିବା ଏକ ପରୀକ୍ଷାରୁଜଣାଯାଇଛି ପ୍ରତ୍ୟେକଦିନ ପାରାସିଟାମଲବ୍ୟବହାରଶରୀର ପାଇଁକ୍ଷତିକାରକହୋଇଥାଏ । ପ୍ରତ୍ୟେକଦିନ ପାରାସିଟାମଲବ୍ୟବହାର ଦ୍ୱାରାଉଚ୍ଚ ରକ୍ତଚାପ ବଢ଼ିଥାଏ, ହୃଦ୍‌ଘାତହେବାରବିପଦ ରହିଛି । ତେଣୁରୋଗୀଙ୍କୁଚିକିତ୍ସାକଲାବେଳେଏବଂମେଡିିସିନ୍‌ଲେଖିଲାବେଳେଡାକ୍ତର ଏଥି ପ୍ରତି ଧ୍ୟାନ ଦେବା ପାଇଁଗବେଶକକହିଛନ୍ତି ।
ଏଡିନ୍‌ବର୍ଗରବିଶ୍ୱବିଦ୍ୟାଳରବିଶେଷଙ୍କମାନେ ୧୧୦ଜଣ ରୋଗୀଙ୍କୁନେଇ ଏକ ଅଭିନବ ପରୀକ୍ଷାକରିଥିଲେ । ସେହି ୧୧୦ ଜଣଙ୍କମଧ୍ୟରୁକିଛିଜଣଙ୍କୁ ପ୍ର୍େରତ୍ୟକ ଦିନ ୧ଗ୍ରାମ ପାରାସିଟାମଲ ଦିଆଯାଉଥିଲା ଅନ୍ୟ କିଛିଜଣଙ୍କୁ ଦୁଇସପ୍ତାହ ପାଇଁ ପାସିବୋମେଡିସିନ୍ ଦିଆଯାଉଥିଲା ।
ଚାରିଦିନ ପରେ ଦେଖାଗଲା ଯେ ପାରାସିଟାମଲ ଦିଆଯାଉଥିବାବ୍ୟକ୍ତିମାନଙ୍କରଉଚ୍ଚ ରକ୍ତଚାପ ସୃଷ୍ଟିହୋଇଛି ।ତା’ସହ ୨୦ ପ୍ରତିଶତହୃଦ୍ ଘାତହେବାରସମ୍ଭାବନାସେମାନଙ୍କଠାରେ ପରିଲାଖିତହୋଇଥିଲା ।
ଏଠାରେଉଲ୍ଲେଖଯୋଗ୍ୟ ଯେ ଇଂଲଣ୍ଡରେପ୍ରତ୍ୟେକ ଦିନ ୧୦ ଜଣଙ୍କୁଡାକ୍ତର ପାରାସିଟାମଲ ଦେଇଥାନ୍ତି । ସେଥିମଧ୍ୟରୁ ପ୍େରତ୍ୟକ ୩ଜଣରୁ ଜଣେବ୍ୟକ୍ତି ଉଚ୍ଚ ରକ୍ତଚାପରପୀଡିତଥାନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031