Indus Valley Times

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିକଳ ଚିତ୍ର

 Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିକଳ ଚିତ୍ର

August 21
20:48 2020

ନୂଆଗାଁ ରୁ ପ୍ରଦୀପ୍ତ କୁମାର ସାହୁ ଙ୍କ ରିପୋର୍ଟ
ନୟାଗଡ,୨୧/୮ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିକଳ ଚିତ୍ର। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କାହାରିକୁ ଭଙ୍ଗା ଚାଳ ଛପର ଘରେ ରହିବାକୁ ଦିଆଜିବ ନାହିଁ ବୋଲି ଡିଢିମ ପିଟୁଥିବା ବେଳେ ଏହାର ନିଛୁକ ଉଦାହରଣ ଦେଖୀବାକୁ ମିଳିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ନୂତନ ଭାବେ ଗଠିତ ହୋଇଥୀବା ଗୁମି ପଂଚାୟତରେ ।
ଦିର୍ଘ ଦସବର୍ଷ ପୂର୍ବେ ମାନି ଗୁରୁ ଙ୍କ ସ୍ୱାମୀ ପାଇଥୀଲେ ଇନ୍ଦିରା ଆବାସ ପ୍ରଥମ କିସ୍ତି ୫୦୦୦ହଜାର କିନ୍ତୁ ସେ ସମୟରେ ଆର୍ଥୀକ ଅଭାବ ସହିତ ଗମନା ଗମନ ର ଅସୁବିଧା ଯୋଗୁଁ ଘର କରିପାରି ନଥୀଲେ ସେହି କୁଡ଼ିଆରେ ପଡ଼ି ପଡ଼ି ଅଜଣା ରୋଗରେ ଜିବନ ଚାଲିଜାଇଥୀଲା ସେହି ଦିନଠାରୁ ଆଜକୁ ଦସବର୍ଷ ହେବ ଏହି ଭଗା କୁଡ଼ିଆରେ ଚଳନ୍ତି ମାନି ଗୁରୁ । କିନ୍ତୁ କ୍ୟୋଣସି ସନ୍ତାନ ନଥୀବାରୁ ଭତା ଓ ଚାଉଳରେ ଚଳିଜାନ୍ତି । କିନ୍ତୁ ସରକାରଙ୍କ ନିୟମ ଅନୁସାରେ ପୁର୍ବ ରୁ ପାଇଥୀବା ୫୦୦୦ ହଜାର ଟଙ୍କା ସରକାର ଙ୍କୁ ଫେରେଇଲେ ମିଳିବ ନୂତନ ଘର କିନ୍ତୁ ଏହା ମାନୀ ଗୁରୁଙ୍କ ନିକଟରେ ସମ୍ବବ ପରନୁହ ଜାହାକି ମାନି ଗୁରୁ ଙ୍କ ପକାଘର ଆସା ଆସାରେ ରହିଜିବ । କିଛି ବୁଧୀଜିବି ହ ଉ କି ସମାଜସେବୀ ରାଜନେତା କିମ୍ବା ପ୍ରାସାସନିକ ଅଧୀକାରି ସହଯୋଗର ହାତ ବଢେ଼ଇବା ପାଇଁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।
ଜଦି କେହି ସହୋଦୟ ବେକ୍ତି ଏହି ନୂଆଗାଁ ବ୍ଲକ ଗୁମି ପଂଚାୟତର ବରକୋଳା ଗ୍ରାମର ୭୦ ବର୍ଷ ର ବୁର୍ଧା ମା ମାନି ଗୁରୁ ଙ୍କ ପକାଘର ଆସା ପୁରଣ ହୋଇପାରନ୍ତା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031