Indus Valley Times

ପ୍ରଭୁ ଶ୍ରୀରାମଙ୍କୁ ନେଇ ଓଡିଆ ଭଜନ, ସୋସିଆଲ ମିଡିଆରେ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ

 Breaking News

ପ୍ରଭୁ ଶ୍ରୀରାମଙ୍କୁ ନେଇ ଓଡିଆ ଭଜନ, ସୋସିଆଲ ମିଡିଆରେ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଭୁ ଶ୍ରୀରାମଙ୍କୁ ନେଇ ଓଡିଆ ଭଜନ, ସୋସିଆଲ ମିଡିଆରେ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ
January 19
11:06 2024

ନୂଆଦିଲ୍ଲୀ, ୧୯/୧: ପ୍ରଭୁ ଶ୍ରୀରାମଙ୍କ ଉପରେ ଏକ ଓଡ଼ିଆ ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ପୋଷ୍ଟ୍ କରିଛନ୍ତି। ଏହି ଭଜନକୁ ସରୋଜ ରଥ ରଚନା କରିଥିବାବେଳେ ନମିତା ଅଗ୍ରୱାଲ ଗାଇଛନ୍ତି।
ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତର ପ୍ରତ୍ୟେକ ପ୍ରାନ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ରହିଛି। ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣମାନଙ୍କୁ ତାଙ୍କ ପ୍ରତି ସମର୍ପିତ ଅନେକ ଭଜନ ଦେଖିବାକୁ ମିଳିବ। ଏଠାରେ ଓଡ଼ିଆରେ ହୋଇଥିବା ଏଭଳି ଏକ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031