Indus Valley Times

ବଙ୍ଗୋପସାଗରକୁ ଆସୁଛି ସିରିଜ ଲଗୁଚାପ,୧୦ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

 Breaking News

ବଙ୍ଗୋପସାଗରକୁ ଆସୁଛି ସିରିଜ ଲଗୁଚାପ,୧୦ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

September 19
20:19 2021

ଭୁବନେଶ୍ୱର,୧୯/୯: ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ, ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗରକୁ ଆସୁଛି ଲଗାତାର ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୧୦ ଦିନ ଯାଏଁ ବର୍ଷା ହେବ ।
ସୋଆ ବିଶ୍ୱ ବିଦ୍ୟାଳୟର ପାଣିପାଗ ବିଭାଗର ମୁଖ୍ୟ ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି ଯେ, ବଙ୍ଗୋପସାଗରରେ ସିରିଜ ବା ଲଗାତାର ଘୂର୍ଣ୍ଣିବଳୟ ଦେଖିବାକୁ ମିଳିବ ।ଦକ୍ଷିଣ ଚୀନ ସାଗରରୁ ସିରିଜ ଘୂର୍ଣ୍ଣିବଳୟ ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡକୁ ଗତି କରୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031