Indus Valley Times

ବଢୁଛି ମାଣ୍ଡିଆର ଚାହିଦା : ଏମ୍ସରେ ରୋଗୀଙ୍କୁ ଦିଆଯାଉଛି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ

 Breaking News

ବଢୁଛି ମାଣ୍ଡିଆର ଚାହିଦା : ଏମ୍ସରେ ରୋଗୀଙ୍କୁ ଦିଆଯାଉଛି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ

ବଢୁଛି ମାଣ୍ଡିଆର ଚାହିଦା : ଏମ୍ସରେ ରୋଗୀଙ୍କୁ ଦିଆଯାଉଛି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ
April 04
11:32 2023

ଭୁବନେଶ୍ୱର,୪/୪: ଭୁବନେଶ୍ୱର ଏମ୍ସ ମେନୁରେ ସାମିଲ ହେଲା ମାଣ୍ଡିଆ । ଏଣିକି ଏମ୍ସ ପରି ଜାତୀୟ ପ୍ରତିଷ୍ଠାନରେ ବି ରୋଗୀ ଏବଂ ଛାତ୍ରଛାତ୍ରୀ ଖାଇବେ ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ଖାଦ୍ୟ।
ପବିତ୍ର ଉତ୍କଳ ଦିବସ ଅବସରରେ ଏମ୍ସର ଖାଦ୍ୟ ତାଲିକାରେ ମାଣ୍ଡିଆକୁ ସାମିଲ୍ କରାଯାଇଛି। ଏହି ଅବସରରେ ଏମ୍ସ କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତଙ୍କ ସହ ବସି ମାଣ୍ଡିଆରେ ତିଆରି ପୁଷ୍ଟିକର ଆହାର ଖାଇବା ସହିତ ସମସ୍ତଙ୍କୁ ଏହା ବିତରଣ ମଧ୍ୟ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930