Indus Valley Times

ବନବିଭାଗ ର ଚଢ଼ାଉ ,୯୨ ହଜାର ଟଙ୍କାର ଶାଳ ଲଗ୍ ଜବତ

 Breaking News

ବନବିଭାଗ ର ଚଢ଼ାଉ ,୯୨ ହଜାର ଟଙ୍କାର ଶାଳ ଲଗ୍ ଜବତ

October 27
20:33 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୨୭/୧୦: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ଗାତେରି ବିଟ୍ ଅଧିନସ୍ଥ ଡିମିରିପଦର ଗ୍ରାମ ନିକଟରେ ବନ ବିଭାଗ ଚଢ଼ାଉ କରି ୨୨ ଟି ଶାଳ ଲଗ୍ ଜବତ କରିଛନ୍ତି। କୌଣସି ମତେ ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମହିପୁର ଫରେଷ୍ଟର ବବୁଲ ସାହୁ, ଗା ତେରୀ ବିଟ୍ ଇନ ଚାର୍ଜ ଫରେଷ୍ଟର ଆଲୋକ କୁମାର ଗୁରୁ,ଓ ବନ ବିଭାଗ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ୯୨ ହଜାର ଟଙ୍କା ର ଶାଳ ଲଗ୍ ଜବତ କରିଥିଲେ।ବନ ବିଭାଗର ଏଭଳି ଚଢ଼ାଉ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031