Indus Valley Times

ବନ୍ଦ ହେଲା ପଠାଣି ସାମନ୍ତ ଜନ୍ମସ୍ମାରକୀ ସମାରୋହ

 Breaking News

ବନ୍ଦ ହେଲା ପଠାଣି ସାମନ୍ତ ଜନ୍ମସ୍ମାରକୀ ସମାରୋହ

December 22
20:55 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୨/୧୨: ନୟାଗଡ଼ ବନ୍ଦ ହେବ ପଠାଣି ସାମନ୍ତ ଜନ୍ମସ୍ମାରକୀ ସମାରୋହ। କୋଭିଡ ୧୯ କଟକଣା ଯୋଗୁଁ ନୟାଗଡ ମହୋତ୍ସବ ଆୟୋଜନ ଅବସରରେ ଆୟୋଜିତ ହେଉଥିବା ବିଶ୍ବବିଶ୍ରୁତ ଜୋର୍ତିବିଜ୍ଞାନୀ ପଠାଣି ସାମନ୍ତ ଜନ୍ମସ୍ମାରକୀ ସମାରୋହ ସମ୍ବର୍ଧନା ଉପାୟନ ପ୍ରଦାନ ସ୍ଥଗିତ ରଖାଯାଇଥିବା ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମରେ ପଠାଣି ସାମନ୍ତଙ୍କ ୧୮୬ ତମ ଜୟନ୍ତୀ ଅବସରରେ ସାମନ୍ତ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହିତ କେବଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବାର କାର‌୍ୟ୍ୟକ୍ରମ ଥିବା ଅନୁଷ୍ଠାନ ର ସମ୍ପାଦକ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031