Indus Valley Times

ବନ ବିଭାଗ ର ଚଢ଼ାଉ: ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ ଜବତ

 Breaking News

ବନ ବିଭାଗ ର ଚଢ଼ାଉ: ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ ଜବତ

October 11
23:49 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୧/୧୦ : ନୟାଗଡ ବନଖଣ୍ଡ ଅଧିକାରୀ ଙ୍କ ନିର୍ଦେଶ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବନାଞ୍ଚଳ ରେ ଚଢ଼ାଉ ଜାରି ରହି ମୂଲ୍ୟବାନ କାଠ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଉଛି।ଯାହା ଫଳରେ କାଠ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।ଗତକାଲି ରାତ୍ର ୭ ଟା ସମୟରେ ନୟାଗଡ ଡିବି ଜନ ମୋବାଇଲ ସ୍କ୍ୱାର୍ଡ ଏବଂ ମହିପୁର୍ ବନ ବିଭାଗ କର୍ମଚାରୀ ମିଳିତ ଭାବେ ମହିପୁର୍ ଗ୍ରାମ ପାଟୁଳି ସାହି ଠାରେ ଚଢ଼ାଉ କରି ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ ଜବତ କରିଥିଲେ।ଯାହାର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031