Indus Valley Times

ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଖୁବଶୀଘ୍ର ମୁଁ ଆପଣାଙ୍କ ନିକଟକୁ ଆସୁଛି” :ବିଧାୟକ ପ୍ରୀତିରଞ୍ଜନ ଘଡେଇ

 Breaking News

ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଖୁବଶୀଘ୍ର ମୁଁ ଆପଣାଙ୍କ ନିକଟକୁ ଆସୁଛି” :ବିଧାୟକ ପ୍ରୀତିରଞ୍ଜନ ଘଡେଇ

November 02
12:46 2020

ଯାଜପୁର,୧୧/୨ : “ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ସୁସ୍ଥ। କରୋନା ଭୂତାଣୁ ସଂକ୍ରମଣରେ ଥିବାବେଳେ ମୋର ଆରୋଗ୍ୟ କାମନା କରି ଆପାଣମାନେ ବିଭିନ୍ନ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିଛନ୍ତି। ଆପାଣମାନଙ୍କ ଭଲ ପାଇବା ମୋତେ ଅଧିକ ଶକ୍ତି ପ୍ରଦାନ କରିଛି। ବିଶେଷକରି ସୁକିନ୍ଦା-ଦାନଗଦିର ମୋର ଗୁରୁଜନ, ଭାଇ-ଭଉଣୀମାନଙ୍କ ସ୍ନେହ-ଶ୍ରଦ୍ଧା ମୋତେ ଭାବବିହ୍ୱଳ କରିଦେଇଛି। ମୋତେ ପରିବାରର ସଦସ୍ୟ ଭାବେ ଦେଖୁଛନ୍ତି, ଖୁବଶୀଘ୍ର ମୁଁ ଆପଣାଙ୍କ ନିକଟକୁ ଆସୁଛି” ବୋଲି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ସୋସିଲମିଡ଼ିଆ ରେ ଲେଖିଛନ୍ତି ଏହା ପୂର୍ବର ବିଧାୟକ ଙ୍କ କରୋନା ପଜେଟିବ ଜାଣିବାପରେ  ଦୁଇ ଦିନଧରି ସଙ୍ଗରୋଧ କେନ୍ଦ୍ର ରେ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031