Indus Valley Times

ବର୍ଷିଆନ ସାମ୍ବାଦିକ, ଲେଖିକା ଓ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

 Breaking News

ବର୍ଷିଆନ ସାମ୍ବାଦିକ, ଲେଖିକା ଓ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

ବର୍ଷିଆନ ସାମ୍ବାଦିକ, ଲେଖିକା ଓ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ
September 18
19:48 2021

କଟକ, ୧୮/୯: ବର୍ଷିଆନ ସାମ୍ବାଦିକ, ଲେଖିକା, ସ୍ତମ୍ବକାର, ଅସାଧାରଣ ବକ୍ତା, ସମ୍ପାଦିକା ତଥା ସାମାଜିକ କର୍ମୀ ମନୋରମା ମହାପାତ୍ର ଆଉନାହାନ୍ତି। ୮୭ ବର୍ଷ ବୟଷ୍କା ମହାପାତ୍ର ଶନିବାର ସନ୍ଧ୍ୟାରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଓ ଦୈନିକ ସମ୍ବାଦପତ୍ର ‘ସମାଜ’ର ସମ୍ପାଦକ ଡ. ରାଧାନାଥ ରଥଙ୍କର ମନୋରମା ଏକମାତ୍ର କନ୍ୟା ଥିଲେ। ୧୯୩୪ ମସିହାରେ ଜନ୍ମିତ ମନୋରମା ପିତାଙ୍କ ପରଲୋକ ପରେ ସମାଜର ସମ୍ପାଦିକା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଦୀର୍ଘକାଳ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ। ସମ୍ବାଦପତ୍ର ସମ୍ପାଦନା ବ୍ୟତୀତ ଜଣେ ସାମାଜିକ କର୍ମୀ ଭାବେ ମଧ୍ୟ ମନୋରମା ବେଶ ଜଣାଶୁଣା ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031