Indus Valley Times

ବଲାଙ୍ଗୀର ର ନିଖିଳ ରଥ ,ୱୀଙ୍ଗ ସ୍ କମାଣ୍ଡର ମିଶନ ‘ ଗଗନ ଯାନ୍’ ପାଇଁ ମନୋନୀତ

 Breaking News

ବଲାଙ୍ଗୀର ର ନିଖିଳ ରଥ ,ୱୀଙ୍ଗ ସ୍ କମାଣ୍ଡର ମିଶନ ‘ ଗଗନ ଯାନ୍’ ପାଇଁ ମନୋନୀତ

August 09
12:52 2020


By Mahendra Kumar Darjee
ବଲାଙ୍ଗୀର, Aug. 9: ଭାରତୀୟ ବାୟୁସେନା ରେ ୱିଙ୍ଗ ସ କମାଣ୍ଡର ଭାବେ କାର‌୍ୟ୍ୟରତ ନିଖିଳ ରଥ ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ମିଶନ ଗଗନ ଯାନ୍ ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଏହି ମିଶନ ପାଇଁ ତାଙ୍କ ନାମ ସର୍ଟ ଲିଷ୍ଟ ହୋଇଥିବା ଜଣା ପଡ଼ିବା ପରେ ଓଡ଼ିଶା ର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗନେଶୀଲାଲ୍ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ା. ଅରୁଣ କୁମାର ସାହୁ ନିଖିଳଙ୍କୁ ଟୁଇଟ୍ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ଏହି ମିଶନ ପାଇଁ ୪ ଜଣ ପାଇଲଟ୍ ଙ୍କ ମଧ୍ୟରେ ନିଖିଳ ରହିଛନ୍ତି । ଆସନ୍ତା ୨୦୨୨ ମସିହା ରେ ଭାରତ ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ମିଶନ ଗଗନ ଜାନ୍ ରେ ଅନ୍ତରୀକ୍ଷ କୁ ମାନବ ପଠାଇବା । ଏଥି ନିମନ୍ତେ ଉବଙ୍ଗ କମାଣ୍ଡର ନିଖିଳ ରଥ ଆଉ ଗୋଟିଏ ବର୍ଷ ଋଷିଆ ରେ ତାଲିମ ଗ୍ରହଣ କରିବେ ବୋଲି ମାନ୍ୟବର ରାଜ୍ୟପାଳ ଟୁଇ୍‌ଟ୍ କରି ଜଣାଇଛନ୍ତି । ନିଖିଳ ଜନ୍ମମାଟି ବଲାଙ୍ଗୀର ତଥା ଓଡ଼ିଶା ପାଇଁ ଗୌରବ । ନିଖିଳ ରଥ ବଲାଙ୍ଗୀର ସହରର ରାଜନେତା ଅଶୋକ ରଥ ଏବଂ ମହିଳା କମିଶନ ସଦସ୍ୟା କୁସୁମ ରଥଙ୍କ ସୁପୁତ୍ର ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930