Indus Valley Times

ବାଘ ଛାଲ ରାକେଟ ସକ୍ରିୟ : ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ବାଘ ଛାଲ ଜବତ ସହ ଜଣେ ଗିରଫ

 Breaking News

ବାଘ ଛାଲ ରାକେଟ ସକ୍ରିୟ : ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ବାଘ ଛାଲ ଜବତ ସହ ଜଣେ ଗିରଫ

October 06
21:13 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ରେଞ୍ଜ ର ସିର୍ତ୍ତିଗୁଡା ଛକ ନିକଟରୁ ଏକ ବାଘ ଛାଲ ଜବତ ହୋଇଛି ।
ବିକ୍ରି ପାଇଁ ଡିଲ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ ଟିମ ର ମିଳିତ ଉଦ୍ୟମ ରେ ଚଢ଼ାଉ କରି ବାଲିଗୁଡା ହାଟପଦା ସାହିର ବିଦ୍ୟାଧର ନାୟକଙ୍କୁ ଗିରଫ କରିବା ସହ ୮ଫୁଟ ର ଏକ ବାଘ ଛଲ ଜବତ କରି ଏହି ବାଘ ଛାଲ କେଉଁ ଜଙ୍ଗଲ ର ଏବଂ ଏହି ରାକେଟ ରେ କେଉଁ ମାନେ ସଂପୃକ୍ତ ସେ ସଂପର୍କ ରେ ତଦନ୍ତ ଜାରି ରହିଥିବା ବିଷୟ ବାଲିଗୁଡା ଏସିଏଫ୍ଓ ଡ.ରୁଦ୍ର ପ୍ରସାଦ ରଥ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031