Indus Valley Times

ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ

 Breaking News

ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ

ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ
November 27
16:10 2021

ବାରିପଦା ୨୭/୧୧: ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁବେର ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଅପରାହ୍ନରେ କୋର୍ଟ ଚାଲାଣ ହେବା ନେଇ ସୂଚନା ମିଳିଛି ।
ଦୁଇ ଦିନ ଧରି ସନ୍ତୋଷ ଦାସଙ୍କ ଘରେ ମାରାଥନ୍ ଜେରା କରିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ଘରୁ ମିଳିଥିଲା ୪୨ ଲକ୍ଷ ଟଙ୍କା ଓ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ଭୁବନେଶ୍ବର ଓ ବାଲେଶ୍ଵରରେ ଏକାଧିକ କୋଠା ଠାବ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031