Indus Valley Times

ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ପ୍ରବଳ ବର୍ଷା ପବନ ହେତୁ ଭାରସାମ୍ୟ ହରାଇ ଓଲଟିଲା

 Breaking News

ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ପ୍ରବଳ ବର୍ଷା ପବନ ହେତୁ ଭାରସାମ୍ୟ ହରାଇ ଓଲଟିଲା

ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ପ୍ରବଳ ବର୍ଷା ପବନ ହେତୁ ଭାରସାମ୍ୟ ହରାଇ ଓଲଟିଲା
May 25
09:42 2023

ଚିତ୍ରକୋଣ୍ଡା,୨୫/୫: ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ।
ମାଛ ଧରୁଥିବା ବେଳେ ହଠାତ୍ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି। ତାଙ୍କର ପତ୍ତା ଏପର‌୍ୟ୍ୟନ୍ତ ମିଳିପାରି ନାହିଁ। ନିଖୋଜ ଓ ଉଦ୍ଧାର ପାଇଥିବା ଲୋକେ ଚିତ୍ରକୋଣ୍ଡା ନିକଟସ୍ଥ ଡାଇକ୍-୩ ଗାଁର ବୋଲି ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031