Indus Valley Times

ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ସ୍ଥାନାନ୍ତରଣ ସୁଗିତ ରହିବାରୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ

 Breaking News

August 11
20:33 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୧/୮ : ପରିଶେଷରେ କଳିଙ୍ଗନଗରବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ର ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ କଳିଙ୍ଗ ନଗରରୁ ରାଉରକେଲାକୁ ସ୍ଥାନ ନିର୍ଦ୍ଦେଶକୁ ସ୍ମୃଗିତ ରଖିଥିବାରୁ ମାନ୍ୟବର କେନ୍ଦ୍ର ଇସ୍ପାତ ଏବଂ ଭାରିଶିଳ୍ପ ମନ୍ତ୍ରୀ ଶ୍ରୀ ଏଚ ଏଚ.ଡି.କୁମାର ସ୍ବାମୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବତ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଧନ୍ୟବାଦ ଜଣାଇବା ସହିତ ଏହି ଜାତୀୟ ପ୍ରତି ତିଷ୍ଠାନଟି ବର୍ତ୍ତମାନ ଜେ.ସି.ଡି.ଏଲ ଦ୍ୱାରା ଦିଆଯାଇଥିବା ଏକ କ ଳିଙ୍ଗନଗର ଠାରେ ଏହାର ଓ ଭିତ୍ତିଭୂମି ନିର୍ମାଣ ଏବଂ ଅସ୍ଥାୟୀ ଗୃହରେ ଚାଲୁଥିବାରୁ କଳି ବାଲିଅନ୍ତାରେ ସିଟି ଅଫିସ ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ମଂଜୁର କରିବାକୁ ଡଃ. ଘଡାଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ୟୀ କ୍ୟାମ୍ପସ ନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ରଲେଖି ଅନୁରେ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031