Indus Valley Times

ବିଧାୟକ ଓ ଜିଲ୍ଲାପରିଷଦ ଅଧକ୍ଷା ଲଗେଇଲେ ଗଛ

 Breaking News

ବିଧାୟକ ଓ ଜିଲ୍ଲାପରିଷଦ ଅଧକ୍ଷା ଲଗେଇଲେ ଗଛ

July 05
13:28 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୭ : ବାଲିଗୁଡା ବନଖଣ୍ଡ ଦ୍ୱାରା ୭୫ତମ ବନମହୋତ୍ସବ କାର୍ଯ୍ୟକ୍ରମ ଚାଲିଛି । ଆଜି ବାଲିଗୁଡା ବନାଂଚଳ ଅନ୍ତର୍ଗତ ବାଟାଗୁଡା ପଂଚାୟତର ଡାପାକିଆ ଗ୍ରାମର ଜଙ୍ଗଲରେ ଚାରା ରୋପଣ କରାଯାଇଛି ।
ଏଥିରେ ମୁଖ୍ୟ ଅତିଥୀ ଭାବେ ବିଧାୟକ ଚକ୍ରମଣି କହଁର ଯୋଦଗ ଦେଇଥିବା ବେଳେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ,ବାଟାଗୁଡାସରପଂଚ ପ୍ରତାପ ମଲ୍ଲିକ,ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଆଶିଶ ଦିଗାଳ,ଲୋକନାଥ ପାଢୀ,ଅବନିକାନ୍ତ ନାୟକ ପ୍ରମୁଖ ମଂଚାସିନ ଥିବା ବେଳେ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ତତ୍ୱାବଧାନତାରେ ହୋଇଥିଲା ,ବନାଂଚଳ ଅଧିକାରୀ ଅତୁଲ୍ୟ ମହାନ୍ତୀ ପରିଚାଳନା କରିଥିଲେ ।
ଗଛ ଆମର ଆମ ର ମା ସହିତ ସମ୍ବୋଧନ କରି ନିଜ ବାରିବଗିଚା ସହ ଅନ୍ୟ ସ୍ତାନରେ ଗଛଲଗାଇ ତାର ଯତ୍ନ ନେବାକୁ ବୁଝାଇଥିଲେ । ବନପାଳ ପ୍ରଭାତ କୁମାରଦୋରା ସହଯୋଗ କରିଥିବା ବେଳେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930