Legatus

ବିଲକୁ ଓଲଟିଲା ଲକ୍ଷ୍ମୀ ବସ୍‌

 Breaking News

ବିଲକୁ ଓଲଟିଲା ଲକ୍ଷ୍ମୀ ବସ୍‌

December 11
11:02 2024

ଗଞ୍ଜାମ,୧୧/୧୨: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧିନସ୍ଥ ମହନାପଲ୍ଲୀ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଲକ୍ଷ୍ମୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।
ବୁଧବାର ସକାଳେ ଲକ୍ଷ୍ମୀ ବସଟି ୧୦ ଜଣ ଯାତ୍ରୀଙ୍କୁ ନେଇ କବିସୂର‌୍ୟ୍ୟନଗର ଅଭିମୁଖେ ଯାଉଥିଲା । ଏହି ସମୟରେ ମହନାପଲ୍ଲୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ତେବେ ଏହି ଦୁର୍ଘଟଣା ଅଧିକ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଁଚି ବସକୁ ଜବତ କରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31