Indus Valley Times

ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ୍ ପାଇବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

 Breaking News

ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ୍ ପାଇବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

December 30
16:41 2021

ଭୁବନେଶ୍ୱର, ୩୦/୧୨: ୨୦୨୧ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ବିଶିଷ୍ଟ କବି ହୃଷିକେଶ ମଲ୍ଲିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ ହୃଷିକେଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ।
ଏହାବାଦ ଦିଗରାଜ ବ୍ରହ୍ମା ପାଇବେ ୨୦୨୧ର ବାଲ୍ ସାହିତ୍ୟ ପୁରସ୍କାର । ‘ଗୀତ କହେ ମାଟିର କଥା’ ବହି ପାଇଁ ଦିଗରାଜଙ୍କୁ ମିଳିବ ପୁରସ୍କାର । ସାହିତ୍ୟ ଏକଡେମୀ ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ । ‘ସ୍ପର୍ଶ’ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ପୁରସ୍କାର ପାଇବେ ଦେବବ୍ରତ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031