Indus Valley Times

ବେଆଇନ୍ ଗ୍ୟାସ୍ ଗୋଦାମରେ ବିସ୍ଫୋରଣ, ସ୍ଥାନୀୟ ଲୋକ ଭୟଭୀତ

 Breaking News

ବେଆଇନ୍ ଗ୍ୟାସ୍ ଗୋଦାମରେ ବିସ୍ଫୋରଣ, ସ୍ଥାନୀୟ ଲୋକ ଭୟଭୀତ

ବେଆଇନ୍ ଗ୍ୟାସ୍ ଗୋଦାମରେ ବିସ୍ଫୋରଣ, ସ୍ଥାନୀୟ ଲୋକ ଭୟଭୀତ
May 12
12:16 2025

ବାଲେଶ୍ବର/ ଚାନ୍ଦିପୁର, ୧୨/୫ : ବାଲେଶ୍ବର ମେରାଇନ୍ ଥାନା ବଳରାମଗଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ଏକ ଦୋକାନରେ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି। ସକାଳ ୬ଟା ବେଳେ ଏଭଳି ଘଟଣା ଘଟିଛି।
ବଳରାମଗଡ଼ିରେ ଏକ ଅଣଲାଇସେନସ୍ ପ୍ରାପ୍ତ ସିଲିଣ୍ଡର ବ୍ୟବସାୟୀଙ୍କ ଦେକାନରେ ସର୍ଟସର୍କିଟ୍ କାରଣରୁ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି।
ଏହାଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ନିଆଁର ଧାସ ଏତେ ଅଧିକ ଥିଲା ଯେ, ଆଖପାଖ ଦେକାନକୁ ନିଆଁ ବ୍ୟାପିଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାମରେ ନିୟୋଜିତ ଅଛି।
ସୂଚନା ଅନୁଯାୟୀ, ବଳରାମଗଡ଼ିରେ ଏକ ଅଣଲାଇସେନସ୍ ପ୍ରାପ୍ତ ସିଲିଣ୍ଡର ବ୍ୟବସାୟୀଙ୍କ ଦେକାନରେ ସର୍ଟସର୍କିଟ୍ କାରଣରୁ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି। ଏହାଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁର ଧାସ ଏତେ ଅଧିକ ଥିଲା ଯେ, ଆଖପାଖ ଦେକାନକୁ ନିଆଁ ବ୍ୟାପିଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାମରେ ନିୟୋଜିତ ଅଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930