Indus Valley Times

ବୈାଦ୍ଧ: ଆଶାକର୍ମୀ ଭୂମିସୁତା ନାଏକଙ୍କୁ ଦୁର୍ବ୍ୟହାର ଅଭିଯୋଗ

 Breaking News

ବୈାଦ୍ଧ: ଆଶାକର୍ମୀ ଭୂମିସୁତା ନାଏକଙ୍କୁ ଦୁର୍ବ୍ୟହାର ଅଭିଯୋଗ

August 01
11:46 2020

ବୈାଦ୍ଧ,୩୧/୭: ବୈାଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତ ଅନ୍ତର୍ଗତ ରଇଠାଣି ଗ୍ରାମରେ ଆଶାକର୍ମୀ ଭୂମିସୁତା ନାଏକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ନେଇ ବୈାଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରାଇଛି । ମିଳିଥିବା ସୁଚନା ଅନୁଯାଇ, ଚଳିତ ସପ୍ତାହରେ ରଇଠାଣୀ ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସରସରା ସରପଞ୍ଚ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିଲେ । ଏହି ନିୟମକୁ କିଛି ଲୋକ ଉଲ୍ଲଙ୍ଘନ କରୁଥିବାରୁ ଆଶା ଦିଦି ଭୂମିସୁତା ନାଏକ ସେମାନଙ୍କୁ ସଚେତନତା କରାଉଥିବା ବେଳେ ଗ୍ରାମର ବିଦ୍ୟାଧର ନାଏକ ତାଙ୍କୁ ଗାଳି ଗୁଲଜ କରିଥିଲେ । ପୁଣି ଅପରାହ୍ନରେ ବିଦ୍ୟାଧର ବାପା ମଧ୍ୟ ଆଶାଦିଦିଙ୍କୁ ଗାଳି ଗୁଲଜ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରିଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031