Indus Valley Times

ବୈାଦ୍ଧ: ବିଜେପି ପକ୍ଷରୁ ବିଭିନ୍ନ ରାମ ମନ୍ଦିର ସମ୍ମୁଖରେ ହୋମଯଜ୍ଞ ଓ ହନୁମାନ ଚାଳିଶା ପାଠ

 Breaking News

ବୈାଦ୍ଧ: ବିଜେପି ପକ୍ଷରୁ ବିଭିନ୍ନ ରାମ ମନ୍ଦିର ସମ୍ମୁଖରେ ହୋମଯଜ୍ଞ ଓ ହନୁମାନ ଚାଳିଶା ପାଠ

August 06
13:50 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୈାଦ୍ଧ,୬/୮: ବୈାଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ଦିନ ଜିଲ୍ଲା କାର୍ଯ୍ୟାଳୟ ସହିତ ସମସ୍ତ ୧୦ ଗୋଟି ମଣ୍ଡଳସ୍ତରୀୟ ବିଭିନ୍ନ ରାମ ମନ୍ଦିର ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂକା ଉପଲକ୍ଷେ ହୋମଯଜ୍ଞ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ରାମଜନ୍ମ ଭୂମି ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜା ଉପଲକ୍ଷେ ଏହି କାର୍ଯ୍ୟକ୍ରମମାନ ମହାମାରୋହରେ ସାମାଜିକ ଦୁରତା ବଜାଇ ରଖି କରୋନା ନିୟମକୁ ମାନି ସମସ୍ତ ବିଜେପି କର୍ମକର୍ତ୍ତା ପାଳନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ସତ୍ୟାନନ୍ଦ ପାଣ୍ଡେ, ନବୀନ ହୋତା, ତାପସ ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ମନରଂଜନ ଦାସ, କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ ବାଘ, ଅନିଲ ପ୍ରଧାନ, ନିରଂଜନ କର୍ଣ୍ଣ, ପିନାକି ରଣା, ଅଟଳ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031