Indus Valley Times

ବୈାଦ୍ଧ: ସଂକ୍ରମଣ ରୋକିବାକୁ ନାରାୟଣ ନଗର ଗ୍ରାମର ସମସ୍ତ ପ୍ରବେଶପଥକୁ ସିଲ୍ କଲେ ସରପଞ୍ଚ

 Breaking News

ବୈାଦ୍ଧ: ସଂକ୍ରମଣ ରୋକିବାକୁ ନାରାୟଣ ନଗର ଗ୍ରାମର ସମସ୍ତ ପ୍ରବେଶପଥକୁ ସିଲ୍ କଲେ ସରପଞ୍ଚ

August 07
12:33 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୈାଦ୍ଧ,୬/୮: ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମର ସମସ୍ତ ପ୍ରବେଶପଥକୁ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ନିର୍ଦ୍ଦେଶରେ ସିଲ କରାଯାଇଥିବା ଜଣାପଡିଛି । ଗୁରୁବାର ଦିନ ନାରାୟଣ ନଗର ଗ୍ରାମରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ମିଳିଥିବା ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରି ସରପ ଗ୍ରାମକୁ ନିଷିଦ୍ଧା ଳ ଘୋଷଣା କରିଛନ୍ତି । ସେହିପରି ବୌଦ୍ଧ ଅଗ୍ନିଶମ ବାହିନୀ ଗ୍ରାମରେ ପହଞ୍ଚି ବିଶୋଧନ କରୁଥିବା ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031