Indus Valley Times

ବୌଦ୍ଧ : ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲଙ୍କ ଅଧ୍ୟକ୍ଷତା ରେ ଏକ ପ୍ରେସ ମିଟ ଅନୁଷ୍ଠିତ

 Breaking News

ବୌଦ୍ଧ : ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲଙ୍କ ଅଧ୍ୟକ୍ଷତା ରେ ଏକ ପ୍ରେସ ମିଟ ଅନୁଷ୍ଠିତ

ବୌଦ୍ଧ : ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲଙ୍କ ଅଧ୍ୟକ୍ଷତା ରେ ଏକ ପ୍ରେସ ମିଟ ଅନୁଷ୍ଠିତ
May 22
14:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୫: ଗତକାଲି ରାତ୍ର ୧୦ ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇଯାଇଛି କ୍ଷ
ଏହି ପ୍ରେସ ମିଟ ରେ ବୌଦ୍ଧ ଜ଼ିଲ୍ଲା ର ଗଣମାଧ୍ୟମ ପ୍ରତିନିଧି, ଡେପୁଟି କଲେକ୍ଟର (ନିର୍ବାଚନ ) ଶାଶ୍ୱତ ପ୍ରଧାନ, ଡେପୁଟି କଲେକ୍ଟର ତଥା ନୋଡାଲ ଅଫିସର ଏମ. ସି. ଏମ. ସି. ଶୁଚିସ୍ମିତା ବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଉପସ୍ଥିତ ଥିଲେ କ୍ଷ
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ ଏବଂ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରସାଦ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଭାରତ ନିର୍ବାଚନ ଆୟୋଗ ଙ୍କ ନିର୍ଦେଶ କ୍ରମେ ୨ ଗୋଟି ବୁଥ ୨୬ କିରାସିରା ଏବଂ ମହେଶ୍ୱର ପିଣ୍ଡା ରେ ଆସନ୍ତା ୨୩.୫.୨୦୨୪ ରିଖ (ଗୁରୁବାର ) ସକାଳ ୭ ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ସାନି ମତଦାନ ହେବ ବୋଲି ସୂଚନା ଦେବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କ ସମସ୍ତ ପ୍ରଶ୍ନ ର ଉତ୍ତର ରଖିଥିଲେ କ୍ଷ ଆସନ୍ତା କାଲି ତା.୨୨.୫.୨୦୨୪(ଗୁରୁବାର )ମଧ୍ୟ ଗଣ ମାଧ୍ୟମ ପ୍ରତିନିଧି ଙ୍କ ପ୍ରେସ ମିଟ ଅନୁଷ୍ଠିତ ହେବ, ଏବଂ ଏହି ପ୍ରେସ ମିଟ ବିଷୟରେ ଡ଼ି. ଆଇ. ପି. ଆର. ଓ. ମାଧ୍ୟମ ରେ ଏହି ବିଷୟରେ ଆଗୁଆ ସୂଚନା ଦିଆଯିବ ବୋଲି କହିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930