Indus Valley Times

ବୌଦ୍ଧ: ଜିଲ୍ଲାପାଳଙ୍କ କ୍ଷମତାର ଉପଯୋଗ କରି କେ ନମେ ଘୋଷଣା କଲେ ସରପଞ୍ଚ

 Breaking News

ବୌଦ୍ଧ: ଜିଲ୍ଲାପାଳଙ୍କ କ୍ଷମତାର ଉପଯୋଗ କରି କେ ନମେ ଘୋଷଣା କଲେ ସରପଞ୍ଚ

August 07
12:40 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୌଦ୍ଧ,୬/୮: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପ ।ୟତର ନୂଆପଡା ଗ୍ରାମରୁ ଗୁରୁବାର ଦିନ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ କ୍ଷମତାର ଉପଯୋଗ କରି ସ୍ଥାନୀୟ ସରପ   ସୁବର୍ଣ୍ଣ ମଲ୍ଲିକ ତିନି ଦିନ ପାଇଁ ନୂଆପଡା ଗ୍ରାମ ଓ ତତସଂଲଗ୍ନ ୨୦୦ ମିଟର ଦୂରତ୍ୱ ଅ ଳକୁ କେ ନମେ ଜୋନ ଘୋଷଣା କରିଛନ୍ତି । ଗୁରୁବାର ଦିନ ସକାଳ ୧୦ ଘ । ଠାରୁ ଆସନ୍ତା ୯ ତାରିଖର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ନୂଆପଡା ଗ୍ରାମରୁ କୌଣସି ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ କିମ୍ବା ଏକତ୍ର ନ ହେବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । ଗ୍ରାମର ସମସ୍ତ ସଂଯୋଗ ରାସ୍ତାକୁ ବାଉଁଶ ବାଡ ବାନ୍ଧି ସିଲ୍ କରାଯାଇଥିବା ଜଣାପଡିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031