Indus Valley Times

ବୌଦ୍ଧ : ମାଉସୀ ମା ମନ୍ଦିର ପରିସରରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

July 13
10:22 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୭: ସନ୍ଧ୍ୟା ସମୟରେ ମାଉସୀ ମା ମନ୍ଦିର ପରିସରରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ସୃଷ୍ଟି ନୃତ୍ୟକ୍ଷ ନୁ ଷ୍ଟ। ନ ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନୃତ୍ୟ ଗୁରୁ ଅରୂପ ରଞ୍ଜନ ମହାରଣକ୍ଷ ଙ୍କ ନିର୍ଦେଶନାରେ ସତ୍ୟବାନ ସେଠୀ,ଅଶୋକ ବିଶି, ଉର୍ମି ମହାନନ୍ଦିଆ ଭଜନ ପରିବେଷଣ କରିଥିଲେ ।ଶ୍ରଦ୍ଧାଞ୍ଜଳି ସାହୁ ଏହି ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30