Indus Valley Times

ବ୍ରହ୍ମା କୁମାରୀ କେନ୍ଦ୍ରରେ ନବରାତ୍ର ଉପଲକ୍ଷେ ନଅ ଦିନ ଧ୍ୟାନ ଶିବିର

 Breaking News

ବ୍ରହ୍ମା କୁମାରୀ କେନ୍ଦ୍ରରେ ନବରାତ୍ର ଉପଲକ୍ଷେ ନଅ ଦିନ ଧ୍ୟାନ ଶିବିର

October 02
18:50 2024

ବରଦା ଦାସଙ୍କ ରିପୋର୍ଟ
କଟକ, ୨/୧୦: ଦଶହରା ନବରାତ୍ର ଉପଲକ୍ଷେ ନଅଦିନ ବ୍ୟାପୀ ଯୋଗ ଭଟ୍ଟି ଶିବିର ବକ୍ସି ବଜାର ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହୋଇଛି । ବି କେ ଛୋଟୁ,ବରଦା ଦାସ ଅତିଥି ଭାବେ ଯୋଗ ଦେଇ ସମସ୍ତ ଭାଇ ଭଉଣୀଙ୍କୁ ଚନ୍ଦନ ଟିପା ଓ ମୁକୁଟ ପିନ୍ଧ।ଇ ଶିବିର ସମ୍ପର୍କରେ ଭାଷଣ ଦେଇ ବହୁ ସଂଖ୍ୟାରେ ଉପକୃତ ପାଇଁ କହି ଥିଲେ ।
ପରେ ଆଶ୍ରମ ମୁଖ୍ୟ ବି କେ ଝୁନୂ ଦୀର୍ଘ ଦୁଇ ଘଣ୍ଟା ଧ୍ୟାନଶିବିର ପରିଚାଳନା କରି ମୁରଲୀ ପାଠ କରି ଥିଲେ ।
ବି କେ ରମେଶ, ବି କେ ପ୍ରତିମା , ସୁଶାନ୍ତ ଆଦି ସହାୟତା କରିଥିଲେ । ଉକ୍ତ ଯୋଗ ଶିବିର ଆସନ୍ତା ଦଶ ତାରିଖ ଯାଏଁ ନିୟମିତ ଆୟୋଜିତ ହେବ କ୍ଷ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930