Indus Valley Times

ବ୍ରାହ୍ମଣୀଦେବୀ ହାଇସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ

 Breaking News

ବ୍ରାହ୍ମଣୀଦେବୀ ହାଇସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ

December 18
20:03 2019

ଯାଜପୁର : ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଘୁଆସ୍ଥିତ ବ୍ରାହ୍ମଣୀଦେବୀ ହାଇସ୍କୁଲରେ । ନିକଟରେ ହିନ୍ଦୀ ଶିକ୍ଷକଙ୍କ ବଦଳି ଓ ଦୀର୍ଘ ଦିନ ହେବ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ଘୋର ସମସ୍ୟା ସୃଷ୍ଟି ହେଉଛି । ଫଳରେ ବାଧ୍ୟ ହୋଇ ଆଜି ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଗେଟରେ ତାଲା ପକାଇ ଫାଟକ ସମ୍ମୁଖରେ ବିବିନ୍ନ ନାରାବାଜି କରିବା ସହ ଧାରଣାରେ ବସିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031