Indus Valley Times

ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହନ ରଥକୁ ସ୍ବାଗତ, ଯୋଗଦେଲେ ଜିଲ୍ଲାପାଳ

 Breaking News

ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହନ ରଥକୁ ସ୍ବାଗତ, ଯୋଗଦେଲେ ଜିଲ୍ଲାପାଳ

ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହନ ରଥକୁ ସ୍ବାଗତ, ଯୋଗଦେଲେ ଜିଲ୍ଲାପାଳ
June 20
08:33 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୦/୬ : ଗୁରୁବାର ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ବ୍ଲକ ବ୍ରାମ୍ହଣୀ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହନ ରଥକୁ ସ୍ବାଗତ କରା ଯାଇଥିଲା ।
ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ରଥକୁ ସ୍ବାଗତ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ ଓ ଚାଷୀ ମାନଙ୍କୁ କିଶାନ କ୍ରେଡିଟ କାର୍ଡ ବଣ୍ଟନ କରିଥିଲେ ।
ଉକ୍ତ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ବୌଦ୍ଧ ଗୋଷ୍ଟୀ ଉନ୍ନୟନ ଅଧିକାରୀ, ବୌଦ୍ଧ ଯୁଧିଷ୍ଠିର ମେହେର, ସରପଞ୍ଚ ଅରୁଣ କୁମାର ବାଘ, ସମବାୟ ବିଭାଗର ନିରୀକ୍ଷକ ଓ ବିଭିନ୍ନ ସରକାରୀ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031