Indus Valley Times

‘ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛର କାରଣ ନ୍ୟୁଡ କଲ୍’

 Breaking News

‘ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛର କାରଣ ନ୍ୟୁଡ କଲ୍’

‘ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛର କାରଣ ନ୍ୟୁଡ କଲ୍’
December 05
16:01 2022

ସୋନପୁର, ୫/୧୨ : ସୋନପୁର ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣା। ମାମଲାରେ ତଦନ୍ତ କରି ରାଜସ୍ଥାନ ଅଲଓ୍ୱରରୁ ୨ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ନ୍ୟୁଡକଲ୍ ପାଇଁ ଆତ୍ମହତ୍ୟା କରିଥିଲେ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ।
ଖବର ଅନୁଯାୟୀ, ସୋନପୁର ବ୍ୟାଙ୍କ ଅଧିକାରୀଙ୍କୁ ନ୍ୟୁଡ୍ କରି ବ୍ଲାକମେଲ୍ କରୁଥିଲା ଏକ ଗ୍ୟାଙ୍ଗ । ମାମଲାକୁ ରଫାଦଫା କରିବାକୁ ୨୬ ଲକ୍ଷ ଟଙ୍କା ଦେଇଥିଲେ ଦିବ୍ୟରଞ୍ଜନ ମିଶ୍ର ।
ଯାହାକୁ ନେଇ ଦିବ୍ୟରଞ୍ଜନ ଅବସାଦରେ ଥିଲେ । ଶେଷରେ ବ୍ୟାଙ୍କ ଅଧିକାରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଆଉ ଏବେ ମାମଲାର ତଦନ୍ତ କରି ରାଜସ୍ଥାନ ଅଲଓ୍ୱରରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୋନପୁର ଏସ୍ପି ଅମରେଶ ପଣ୍ଡାଙ୍କ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031