Indus Valley Times

ଭଦ୍ରକ ବିଧାୟକ କରୋନା ପଜିଟିହ୍ନ ଚିହ୍ନଟ, ଟୁଇଟ୍ କରି ସୁଚନା ଦେଲେ

 Breaking News

ଭଦ୍ରକ ବିଧାୟକ କରୋନା ପଜିଟିହ୍ନ ଚିହ୍ନଟ, ଟୁଇଟ୍ କରି ସୁଚନା ଦେଲେ

August 22
14:44 2020

ଭଦ୍ରକ,୨୨/୮ : ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନାରେ ପଜିଟିହ୍ନ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନ ହେଲା ବିଧାୟକ ଶ୍ରୀ ମଲ୍ଲିକଙ୍କୁ ଥଣ୍ଡାଜ୍ବର ହୋଇଥିଲା। କରୋନା ଟେଷ୍ଟ ପରେ ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟୁଇଟ୍ କରି ଜଣାଇଛନ୍ତି। ଏବେ ସେ ହୋମ୍ କ୍ବାରାଣ୍ଟିନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳୀୟ ସମର୍ଥକ, ଶୁଭେଚ୍ଛୁମାନଙ୍କୁ ସେ କୋଭିଡ୍ ଟେଷ୍ଟ କରିନେବାକୁ ଅନୁରୋଧ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ ନିବେଦନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031