Indus Valley Times

ଭିଜିଲାନ୍ସ ଜାଲରେ ଅଙ୍ଗନୱାଡୀ ଦିଦି, ୬ଟି ସ୍ଥାନରେ ଚଢ଼ାଉ ଜାରି

 Breaking News

ଭିଜିଲାନ୍ସ ଜାଲରେ ଅଙ୍ଗନୱାଡୀ ଦିଦି, ୬ଟି ସ୍ଥାନରେ ଚଢ଼ାଉ ଜାରି

September 14
11:48 2021

ଭୁବନେଶ୍ୱର, ୧୪/୯ : ଭିଜିଲାନ୍ସ ଜାଲରେ ଅଙ୍ଗନୱାଡୀ କର୍ମୀ । କରୋଡକଣ୍ଟା ଅଙ୍ଗନୱାଡୀ ସେଣ୍ଟରର ଅଙ୍ଗନୱାଡୀ କର୍ମୀ ହେଉଛନ୍ତି କବିତା ମାଥନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଦ୍ବାରା ଚାଲିଛି ଚଢାଉ ।
ଭୁବନେଶ୍ୱର କେସୁରା ସ୍ଥିତ ଦୁଇ ମହଲା ଘର, ଝାରପଡା ସ୍ଥିତ ୨ଟି ୩ ମହଲା ଘର, ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର, ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031