Indus Valley Times

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର, ବାଲି ଗାଡି ଛାଡିବା ପାଇଁ ନେଉଥିଲେ ଲାଞ୍ଚ

 Breaking News

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର, ବାଲି ଗାଡି ଛାଡିବା ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର, ବାଲି ଗାଡି ଛାଡିବା ପାଇଁ ନେଉଥିଲେ ଲାଞ୍ଚ
July 03
10:38 2024

ଭୁବନେଶ୍ୱର,୩/୭: ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ ହୋଇଥିବା ସୂଚନା ମିଳିଛି। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଛନ୍ତି। ନୟାଗଡ଼ ଭାପୁର ଓ ଭୁବନେଶ୍ବର ସ୍ଥିତ ବାସଭବନରେ ରେଡ ଚାଲିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031