Indus Valley Times

ଭୁବନେଶ୍ୱରରୁ ଆଉ ୧୨୬ କରୋନା ସଂକ୍ରମିତ ଚିହ୍ନଟ

 Breaking News

ଭୁବନେଶ୍ୱରରୁ ଆଉ ୧୨୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱରରୁ ଆଉ ୧୨୬ କରୋନା ସଂକ୍ରମିତ ଚିହ୍ନଟ
August 01
20:46 2020

ଭୁବନେଶ୍ୱର, ୧। ୮: ଶନିବାର ଭୁବନେଶ୍ୱରରୁ ଆଉ ୧୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୭୭ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ୪୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।
ଅନ୍ୟପକ୍ଷରେ ଆଜି ଭୁବନେଶ୍ବରରେ ୧୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।


ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୬୧ରେ ପହଁଚିଥିବା ବେଳେ ୧୫୬୬ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୭ଜଣ ପ୍ରାଣ ହରାଇଥିବା ବେଳେ ୧୨୭୬ଟି ସକ୍ରିୟ କେସ୍ ରହିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031