Indus Valley Times

ଭୁବନେଶ୍ୱରରେ ବନ୍ଦ ହେଲା ୫ଟି କୋଭିଡ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟର

 Breaking News

ଭୁବନେଶ୍ୱରରେ ବନ୍ଦ ହେଲା ୫ଟି କୋଭିଡ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟର

ଭୁବନେଶ୍ୱରରେ ବନ୍ଦ ହେଲା ୫ଟି କୋଭିଡ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟର
July 16
17:09 2021

ଭୁବନେଶ୍ବର ୧୬/୭: ରାଜଧାନୀରେ ୫ଟି କୋଭିଡ୍ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଗୁଡିକୁ ବନ୍ଦ କରାଯାଇଛି । ଭୁବନେଶ୍ବରରେ ମୋଟ୍ ୧୩ଟି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଚାଲୁ ରହିଥିଲା । ବର୍ତ୍ତମାନ ସମ୍, ଆଦିତ୍ୟ ଅଶ୍ବିନୀ ଓ କିମ୍ସ ଆଦି ୩ଟି କୋଭିଡ୍ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031