Indus Valley Times

ଭୁବନେଶ୍ୱର: ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ, ମୁକ୍ତ କରିବାକୁ ୩୦ ଲକ୍ଷ ଟଙ୍କା ଦାବି

 Breaking News

ଭୁବନେଶ୍ୱର: ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ, ମୁକ୍ତ କରିବାକୁ ୩୦ ଲକ୍ଷ ଟଙ୍କା ଦାବି

ଭୁବନେଶ୍ୱର: ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ, ମୁକ୍ତ କରିବାକୁ ୩୦ ଲକ୍ଷ ଟଙ୍କା ଦାବି
February 02
11:45 2022

ଭୁବନେଶ୍ବର, ୨/୨ : ରାଜଧାନୀରେ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ । ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନରେ ଅପହରଣ କରିଥିଲେ ଦୁର୍ବୁତ୍ତ ।ଘଟଣାରେ ଚାରି ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।
ଖବର ଅନୁଯାୟୀ, ଛାତ୍ର ଜଣଙ୍କ ବାଙ୍ଗାଲୋରରେ ରହି ବିବିଏ ପଡ଼ୁଥିଲେ ।କରୋନା ପାଇଁ ଏବେ ଘରକୁ ଆସିଥିଲେ ।ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରଯାଇଥିବା ଅଭିଯୋଗ । ଏବେ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ ।
ଛାତ୍ରଙ୍କୁ ଉଦ୍ଧାର କରିବା ସହ କାର ଓ ମାରଣାସ୍ତ୍ର ଜବତ କରିଛି ଲଷ୍ମୀସାଗର ଥାନା ପୋଲିସ । ଘଟଣାରେ ୪ ଜଣକୁ ଅଟକ ରଖି ଜେରା କରୁଛି ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଦେବେ ଭୁବନେଶ୍ବର ଡିସିପି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031