Indus Valley Times

ମନ୍ଦିର, ମସଜିଦ, ଗିର୍ଜା ଆଦି ଖୋଲିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ

 Breaking News

ମନ୍ଦିର, ମସଜିଦ, ଗିର୍ଜା ଆଦି ଖୋଲିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ

August 13
23:52 2020

By Kishore Mohapatra

Nayagarh, Aug. 13: ମହାମାରୀ କରୋନା ଲାଗି ସରକାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମନ୍ଦିର ,ମସଜିଦ ଆଦିରେ ସଧାରଣ ଦର୍ଶନ କୁ ବାରଣ କରିଛନ୍ତି । ଫଳରେ ମନ୍ଦିର ପୂଜକ ଏବଂ ଧାର୍ମିକ ଅନୁଷ୍ଠାନ ଆଖପାଖ ରେ ବେପାର କରି ପେଟ ପୋଷୁଥିବା ଫୁଲ ଫଳ ଆଦି ଦୋକାନୀ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି ।

ଯାହାକୁ ନେଇ ବିଶ୍ବ ମାନବାଧିକାର ସୁରକ୍ଷା ସଙ୍ଗଠନର ସଭାପତି ଜୋସ୍ନାମୟୀ ପଟ୍ଟନାୟକ, ସାରଳା ପଟ୍ଟନାୟକ, ହରେକୃଷ୍ଣ ସାହୁ,ଯୁଗଳ ଚରଣ ପଟ୍ଟନାୟକ,ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ  ସାମାଜିକ ଦୂରତ୍ବ ଓ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ମନ୍ଦିର, ମସଜିଦ, ଗିର୍ଜା ଆଦି ଖୋଲିବା ପାଇଁ ଅନୁମତି ଦେବାକୁ  ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031