Indus Valley Times

ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ବତନ୍ତ୍ର ବସ୍ ସେବା, ଅଯୋଧ୍ୟା ଓ ପ୍ରୟାଗରାଜକୁ ଗଡ଼ିଲା ବସ୍

 Breaking News

ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ବତନ୍ତ୍ର ବସ୍ ସେବା, ଅଯୋଧ୍ୟା ଓ ପ୍ରୟାଗରାଜକୁ ଗଡ଼ିଲା ବସ୍

ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ବତନ୍ତ୍ର ବସ୍ ସେବା, ଅଯୋଧ୍ୟା ଓ ପ୍ରୟାଗରାଜକୁ ଗଡ଼ିଲା ବସ୍
January 12
12:49 2025

ଭୁବନେଶ୍ୱର,୧୨/୧: ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍ ସେବା ଆରମ୍ଭ କରାଯାଇଛି।
ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି। ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍ ଗଡିଛି। ଅଯୋଧ୍ୟା ସହ ପ୍ରୟାଗରାଜକୁ ଶ୍ରଦ୍ଧାଳୁ ଯିବାର ବ୍ୟବସ୍ଥା କରାଯାଇଛି। ଏହି ବସ୍‌ରେ ସବୁ ସୁବିଧା ମିଳିବ। ଆଗକୁ ଲୋକଙ୍କ ଚାହିଦା ଦେଖି ବସ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930