Indus Valley Times

ମହିପୁର ଫାଣ୍ଡି ପୁଲିସ ଦ୍ଵାରା ୩୦ଲିଟର ମଦ ଜବତ,ଦୁଇ ଜଣଙ୍କୁ କୋର୍ଟ ଚାଲାଣ

 Breaking News

ମହିପୁର ଫାଣ୍ଡି ପୁଲିସ ଦ୍ଵାରା ୩୦ଲିଟର ମଦ ଜବତ,ଦୁଇ ଜଣଙ୍କୁ କୋର୍ଟ ଚାଲାଣ

August 23
13:06 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୩/୮: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଫାଣ୍ଡି ପୁଲିସ୍ ଦ୍ଵାରା ୩୦ଲିଟର ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ମହିପୁର ଫାଣ୍ଡି ଅନ୍ତର୍ଗତ ବକଳ ବନ୍ଧ ଗ୍ରାମର ରାଜକିଶୋର ସ୍ୱାଇଁ,ଏବଂ ଈଶ୍ୱର ବାରିକ ଏକ ହିରୋ ସ୍ପ୍ଲେଣ୍ଡର ପ୍ରୋ ବାଇକ୍ ଓଡ଼ି ୨୫ଏ ୨୮୦୧ ସାହାଯ୍ୟରେ ଦେଶୀ ମଦ ଚାଲାଣ କରୁଥିବା ବେଳେ ଫାଣ୍ଡି ଅଧିକାରୀ ରମେଶ କୁମାର ଦେବତା ପୁଲିସ କର୍ମଚାରୀ ଙ୍କୁ ନେଇ ଚଢ଼ାଉ କରି ଦୁଇ ଜଣ ଙ୍କୁ ଗିରଫ କରି ୭୪/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031