Indus Valley Times

ମାଛ ଧରିବାକୁ ଯାଇ ଧରିଲେ ବିରଳ ପ୍ରଜାତିର ମାଛ

 Breaking News

ମାଛ ଧରିବାକୁ ଯାଇ ଧରିଲେ ବିରଳ ପ୍ରଜାତିର ମାଛ

October 31
12:13 2020

ସୁବର୍ଣ୍ଣପୁର,୩୧/୧୦: ସୁବର୍ଣ୍ଣପୁର କେଉଟପଡ଼ାର ୪ଜଣ ଧିବର ମହାନଦୀକୁ ଦେଶୀଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ । ମହାନଦୀର ଗଭୀର ନଦୀଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରିଛନ୍ତି ବୈଦ୍ୟନାଥ ସାହୁ, ବଳରାମ ମଲ୍ଲିକ, ଉଦ୍ଧବ ମହାଲିକ ଓ ଧୁବେଇ ବେଉରା । ମାଛର ଦେହସାରା ଝୋଟି ଚିତା ପରି ଚିତ୍ରିତ ହୋଇଥିବା ବେଳେ ପିଠିରେ କଣ୍ଟା ରହିଛି। ଏହାର ଓଜନ ଏକ କିଲୋଗ୍ରାମରୁ ଅଧିକ ହେବ। ଏହାର ପ୍ରକୃତ ନାଁ କଣ ଜଣାପଡ଼ି ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031