Indus Valley Times

ମା ମାନଙ୍କର ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓଲ୍ହାଇଲେ ହିମାଂଶୁ ଶେଖର ସାହୁ

 Breaking News

ମା ମାନଙ୍କର ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓଲ୍ହାଇଲେ ହିମାଂଶୁ ଶେଖର ସାହୁ

ମା ମାନଙ୍କର ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓଲ୍ହାଇଲେ ହିମାଂଶୁ ଶେଖର ସାହୁ
May 17
17:52 2024

ଯାଜପୁର, ୧୭/୫: ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବ୍ଲକ ଅନ୍ତର୍ଗତ ଖଣ୍ଡିତର ଠାରୁ ଧର୍ମଶାଳା ର ଜନପ୍ରିୟ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଜନ ସମ୍ପର୍କ ଶୋଭାଯାତ୍ରା ମାଧ୍ୟମରେ ଧର୍ମଶାଳାର ସ୍ୱାଭିମାନ ପାଈଁ ପରିବର୍ତ୍ତନର ଆହ୍ୱାନ ଦେବା ସହ ଭ୍ରଷ୍ଟାଚାରୀ ଦୁର୍ନୀତି ଗ୍ରସ୍ତ କଳାପାହାଡ଼ ନେତାଙ୍କୁ ଧର୍ମଶାଳାରୁ ହଟାଇ ଏକ ସୁନାର ଧର୍ମଶାଳା ଗଢିବା ନିମନ୍ତେ ସମସ୍ତ ଙ୍କ ଆଶୀର୍ବାଦ ଲୋଡ଼ିଥିଲେ ।
ଏହି ଜନ ସମ୍ପର୍କ ଶୋଭାଯାତ୍ରା ରସୁଲପୁର ଗ୍ରାମପଞ୍ଚାୟତ ଖଣ୍ଡିତର ଠାରୁ ବାହାରି ରାହାମ୍ୱା, ରେ ସମାପ୍ତ ହୋଇଥିଲା ।
ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଶୋଭାଯାତ୍ରାକୁ ସଫଳ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930