Indus Valley Times

ମୁନିଗୁଡ଼ା : ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

 Breaking News

ମୁନିଗୁଡ଼ା : ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

August 15
18:46 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ

ମୁନିଗୁଡ଼ା, ତା ୧୫/୦୮ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ଵାହାଲ ପଦ୍ମପୁର ଗ୍ରାମ ନିକଟସ୍ଥ ପ୍ରସ୍ତାବିତ ଶ୍ରୀ ମା ଶ୍ରୀ ଅରବିନ୍ଦ ଆଶ୍ରମର ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
୭୮ ତମ ପବିତ୍ର ସ୍ୱାଧୀନତା ଦିବସ ତଥା ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ଜନ୍ମତିଥି ପାଳନ ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଵନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ବାଲ,ଵନପାଳ ସୁଶ୍ରୀ ପ୍ରମୋଦିନୀ ମାଣ୍ଡାଙ୍ଗୀ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ମିନକେତନ ଷଡ଼ଙ୍ଗୀ, ସାମାଜିକ କର୍ମୀ ଗୈାରାଙ୍ଗ ଚରଣ ରାଉତ, ଆଶ୍ରମ ଉଦ୍ୟୋତା। ପ୍ରମୋଦ କୁମାର ସାହୁକାର, ସାମ୍ବାଦିକ ଲାଡି ଶଙ୍କର ରାଓ,ପ୍ରସାଦ ସାହୁକାର, ପୂର୍ବତନ ସରପଞ୍ଚ ଦିଗମ୍ବର ସିକକା,ଵନ ବିଭାଗ ସହଭାଗୀ ଅନୁଷ୍ଠାନ ବ୍ଳକ ସଂଯୋଜକ ବିଘ୍ନରାଜ ମିଶ୍ର, ମୁଖ୍ୟାଳୟ ଵନରକ୍ଷୀ ରୋନିତ ମହାରଣା ଏବଂ, ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ଉପାଦେୟ ଵୂକ୍ଷରାଜି ରୋପଣ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930