Legatus

‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’

 Breaking News

‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’

‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’
May 17
14:44 2024

ବ୍ରହ୍ମପୁର, ୧୭/୫: କବି ସୂର୍ଯ୍ୟନଗରରୁ ପୁଣି ବିଜେଡି ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ ହମନ୍ତ ବିଶ୍ବଶର୍ମା। ସେ ଜନସଭାରେ ଉଦବୋଧନ ଦେଇ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶାକୁ ମାଗଣା ଚାଉଳ ଦେଉଛନ୍ତି।
ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଲେ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଉଳ ଦେଲେ, ହେଲେ ନବୀନ ପଟ୍ଟନାୟକ ଦୁଇଟି ଅଖା ଦେଲେ। ତମେ ଡାଲି ନଚେତ୍ ଲୁଣ ଦେଇଥାନ୍ତ। ରାଜ୍ୟ ସରକାର ୨ ଅଖା ଦେଇ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି । ଆଉ ସେହି ଝୁଲା ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ବରଂ ତାମିଲନାଡୁରୁ ଆସିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31