Indus Valley Times

ମୋ ଦେହରେ ବୁନ୍ଦାଏ ରକ୍ତ ଥିବା ପର୍ଯ୍ୟନ୍ତ ଲୋକମାନଙ୍କର ସେବା କରିବି : ଯୁବ ସମାଜସେବୀ ହିମାଂଶୁ

 Breaking News

ମୋ ଦେହରେ ବୁନ୍ଦାଏ ରକ୍ତ ଥିବା ପର୍ଯ୍ୟନ୍ତ ଲୋକମାନଙ୍କର ସେବା କରିବି : ଯୁବ ସମାଜସେବୀ ହିମାଂଶୁ

November 02
19:23 2020

ଯାଜପୁର,୨/୧୧: ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁ ରସୁଲପୁର ବ୍ଲକର କଲଣ ପଂଚାୟତର କଲଣ ଗ୍ରାମ ଜଣେ କୀଡୀନି ରୋଗ ରେ ପୀଡିତ ଥିବା ଖବର ପାଇ ସେଠାରେ ପହଂଚି ତାଙ୍କ ଚିକତ୍ସା ପାଇଁ ତାଙ୍କୁ ଆର୍ଥିକ ସହାୟତା କରିଥିଲେ ଏବଂ ଧର୍ମଶାଳା ବ୍ଲକ ର ଅଣ୍ଟିଆ ପଂଚାୟତ ର ତଳସାହି ରେ ଜଣେ ବାପା ମା ଛେଉଣ୍ଡ ଅସହାୟ ଝିଅଟି ପାଖରେ ପହଂଚି ତାଙ୍କୁ ଆର୍ଥିକ ସହାୟତା କରିଥିଲେ ତତ୍‌ସହିତ ଗଡମଧୁପୁର ପଂଚାୟତର ରିଜିଓନାଲ ସ୍ପୋର୍ଟିଂ କ୍ଲବ ପିଲାଙ୍କ ପାଖରେ ପହଂଚି ତାଙ୍କ ଭଲିବଲ ପଡିଆର ଉନ୍ନତି କରଣ ପାଇଁ ତାଙ୍କୁ ଆର୍ଥିକ ସହାୟତା କରିବା ସହ ଆଗାମୀ ଦିନରେ ପଡିଆର ଉନ୍ନତି ପାଇଁ ସବୁପ୍ରକାର ସାହାଯ୍ୟ କରାଯିବ ବୋଲି କ୍ଲବ ପିଲାଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ସହିତ ମୋ ଦେହରେ ବୁନ୍ଦାଏ ରକ୍ତ ଥିବା ପର୍ଯ୍ୟନ୍ତ ଲୋକମାନଙ୍କର ସେବା କରିବି କହିଛନ୍ତି ଯୁବ ସମାଜସେବୀ ହିମାଂଶୁ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930