Indus Valley Times

ଯଦି ତମେ ନିଜ ଜୀବନ ନେବ, ମୁଁ କଣ ପାଇଁ ଅଛି: ଅଭିଯୋଗକାରୀଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ

 Breaking News

ଯଦି ତମେ ନିଜ ଜୀବନ ନେବ, ମୁଁ କଣ ପାଇଁ ଅଛି: ଅଭିଯୋଗକାରୀଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ

August 11
20:46 2025

ଭୁବନେଶ୍ୱର,୧୧/୮: ଆତ୍ମହତ୍ୟା’ କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ। ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ମୁଖ୍ୟମନ୍ତ୍ରୀ ରାଗି ଯାଇ କହିଲେ ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ।
ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ। ଆତ୍ମହତ୍ୟା ଶଦ୍ଦ କାହିଁକି କହୁଛ। କିଏ ଶିଖାଇଛନ୍ତି ଯେ ଆତ୍ମହତ୍ୟା ଶଦ୍ଦ କହିବ ବୋଲି? ତୁମେ ଆସିଛ ସାହାଯ୍ୟ ପାଇବ, ଆତ୍ମହତ୍ୟା କାହିଁକି କରିବ। ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ ନିଶ୍ଚୟ ପାଇବ। ସେପଟେ ଅଭିଯୋଗ କରିବା ବେଳେ କହୁ କହୁ କହିଦେଲି କହିଲେ ଅଭିଯୋଗକାରୀ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031