Indus Valley Times

ଯାଜପୁର : ଶଙ୍ଖ ଫୁଙ୍କିଲେ ବିଜେପିର ଟାଣୁଆ ନେତା

 Breaking News

ଯାଜପୁର : ଶଙ୍ଖ ଫୁଙ୍କିଲେ ବିଜେପିର ଟାଣୁଆ ନେତା

ଯାଜପୁର : ଶଙ୍ଖ ଫୁଙ୍କିଲେ ବିଜେପିର ଟାଣୁଆ ନେତା
September 08
19:46 2023

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର,୮/୯: ଲୋକଙ୍କ ସହ ମିଶିବା ଏବଂ ଦଳରେ ଲୋକଙ୍କୁ ଯୋଡ଼ିବା, ବିଜୁ ଜନତା ଦଳର ଆଦର୍ଶ।
ବିଜେଡିର ଜନସଂପର୍କ ନୀତିରେ ଆକୃଷ୍ଟ ହୋଇ ଦାନଗଦୀ ବ୍ଲକ ଦେଉଳକଣ ପଞ୍ଚାୟତର ବରିଷ୍ଠ ବିଜେପି ନେତା ଓ କର୍ମୀ ମାନେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଉପସ୍ଥିତ ରେ ବିଜେଡି ସାମିଲ ହୋଇଛନ୍ତି କର୍ମୀ ମନ୍ତ୍ରୀ ଘଡେଇ ସେମାନଙ୍କୁ ସ୍ୱାଗତ କରିଛନ୍ତି। ବରିଷ୍ଠ ଯୁବ ନେତା ପ୍ରଦୀପ ନେତା ଓ ବହୁ କର୍ମୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031