Indus Valley Times

ରକେଟ ମାଡ଼ରେ ଥରିଲା କାବୁଲ ବିମାନବନ୍ଦର: ଜଣେ ଶିଶୁ ମୃତ, ୨ ଆହତ

 Breaking News

ରକେଟ ମାଡ଼ରେ ଥରିଲା କାବୁଲ ବିମାନବନ୍ଦର: ଜଣେ ଶିଶୁ ମୃତ, ୨ ଆହତ

August 29
19:58 2021

କାବୁଲ,୨୯/୮: ଆଫଗାନସ୍ଥାନର କାବୁଲ ବିମାନବନ୍ଦର ପାଖରେ ରକେଟ ମାଡ଼ କରାଯାଇଥିବା ନେଇ ସୂଚନା ମିଳିଛି । ଖବର ଅନୁଯାୟୀ, କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ଆବାସିକ ଅଞ୍ଚଳ ଖାଜେହ ବାଗ୍ରାରେ ରକେଟ ମାଡ଼ କରାଯାଇଥିବା ଜଣାପଡିଛି ।
କୁହାଯାଉଛି ଯେ ଆମେରିକୀୟଙ୍କୁ ଟାର୍ଗେଟ୍ କରି ରକେଟ୍ ମାଡ କରିଛି ଆଇଏସ୍‌ଆଇଏସ୍‌- କେ । ଏହି ବିସ୍ଫୋରଣରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।
ବିମାନବନ୍ଦରରେ ବିସ୍ଫୋରଣ ନେଇ ପୂର୍ବରୁ ଆମେରିକାର ପେଣ୍ଟାଗନ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା । ସୂଚନାର ୨୪ ଘଣ୍ଟା ନପୁରୁଣୁ କାବୁଲ ବିମାନବନ୍ଦରରେ ପୁଣି ବଡ ଧରଣର ବିସ୍ଫୋରଣ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031