Indus Valley Times

ରାଜଧାନୀରେ ପୁଣି ଲଜ୍ଜା: ଯୁବତୀଙ୍କୁ ଦୁଷ୍କର୍ମ ପରେ ଫିଙ୍ଗି ଦେଲେ

 Breaking News

ରାଜଧାନୀରେ ପୁଣି ଲଜ୍ଜା: ଯୁବତୀଙ୍କୁ ଦୁଷ୍କର୍ମ ପରେ ଫିଙ୍ଗି ଦେଲେ

ରାଜଧାନୀରେ ପୁଣି ଲଜ୍ଜା: ଯୁବତୀଙ୍କୁ ଦୁଷ୍କର୍ମ ପରେ ଫିଙ୍ଗି ଦେଲେ
December 09
21:45 2020

ଭୁବନେଶ୍ଵର, ୯।୧୨: ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ପୀଡିତଙ୍କୁ ଉଦ୍ଧାର କରି ପତିତ ଉଦ୍ଧାର ସମିତି ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛି ।
ଉଦ୍ଧାର ଯୁବତୀ ମାନସିକ ବିକାରଗସ୍ତ ହୋଇଥିବା ଜଣା ପଡିଛି। ଏହି ସୁଯୋଗରେ ବଦମାସମାନେ ତାଙ୍କ ସହ ଘୃଣିତ କାର‌୍ୟ୍ୟ କରିବାକୁ ପଛାଇ ନାହାନ୍ତି। ଏହି ଘଟଣାରେ ଏକାଧିକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟରେ ଯୁବତୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାର ସୂଚନା ପାଇ ପତିତ ସମିତି ଘଟଣାସ୍ଥଳରେ ପହଞ୍ଚି ପୀଡିତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଏଥିସହ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031